ଭାରତରେ ବଢୁଛି ୟୁପିଆଇର ବ୍ୟବହାର । ଦୋକାନ ବଜାରଠୁ ଆରମ୍ଭ କରି ଲୋକଙ୍କ ମଧ୍ୟରେ ଟଙ୍କା ନେଣଦେଣ ପାଇଁ ସବୁ କ୍ଷେତ୍ରରେ ୟୁପିଆଇ ପେମେଣ୍ଟର ବ୍ୟବହାର କରାଯାଉଛି । ୟୁପିଆଇ ପେମେଣ୍ଟ ସିଷ୍ଟମ ଆସିବା ଦିନରୁ ଲୋକଙ୍କୁ ପକେଟରେ ଟଙ୍କା କିମ୍ବା ଏଟିଏମ୍ କାର୍ଡ ନେଇ କେଉଁଆଡେ ଯିବାକୁ ପଡୁନି । ୟୁପିଆଇ ସିଷ୍ଟମ୍ ଅନେକ ଦେଶରେ ଚାଲୁଥିବା ବେଳେ ଏହି ତାଲିକାରେ ଆଉ ଏକ ନୂଆ ନାଁ ସାମିଲ ହେବାକୁ ଯାଉଛି । ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ମୋବାଇଲ୍ ଆପ୍ଲିକେଶନ୍ ମାଧ୍ୟମରେ ମନି ଟ୍ରାନ୍ସଫରର ସୁବିଧାର ଉଦଘାଟନ । ଏହା ଦ୍ୱାରା ୟୁପିଆଇ ସିଂଗାପୁରର ପେ-ନାଁଓ ସହ କନେକ୍ଟ ହେବ । ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିବା ପରେ 2 ଦେଶ ପାଇଁ ଟଙ୍କା ଟ୍ରାନ୍ସଫର କ୍ଷେତ୍ରରେ ମିଳିବ ଅନେକ ସୁବିଧା ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍