The Topmost

“The eyes believe themselves, the ears believe other people.”

Patients on stretchers are seen at Tongren hospital in Shanghai on January 3, 2023. - A senior doctor at Shanghai's Ruijin Hospital has said 70 percent of the megacity's population may have been infected with Covid-19 during China's huge surge in cases, state media reported on January 3. (Photo by Hector RETAMAL / AFP)

ସାଂଘାଇରେ କରୋନାର ସାଂଘାତିକ ସ୍ଥିତି

ଚୀନରେ କରୋନା ସଂକ୍ରମଣ ଭୟଙ୍କର ଭାବେ ମାଡି ଚାଲିଛି । ସାଂଘାଇରେ ଉପୁଜିଝି ସାଂଘାତିକ ସ୍ଥିତି । ସାଂଘାଇରେ ଜନସଂଖ୍ୟାର ପ୍ରାୟ ୭୦ ପ୍ରତିଶତ ଲୋକ କରୋନା ସଂକ୍ରମିତ । ସହରର ୨୫ ନିୟୁତ ଜନସଂଖ୍ୟା ମଧ୍ୟରୁ ମାତ୍ରାଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏପ୍ରିଲ ଓ ମେ’ ମାସରେ ସାଂଘାଇରେ ତାଲାବନ୍ଦ ସତ୍ୱେ ସଂକ୍ରମଣ ମାମଲା ୬ ଲକ୍ଷ ଉପରେ ରହିଥିଲା । ସେହି ତୁଳନାରେ ଏବେ ୨୦ରୁ ୩୦ ଗୁଣା ଅଧିକ ସଂକ୍ରମିତ ଚିହ୍ନଟ ହେଉଛି । ଓମିକ୍ରନ୍ ପ୍ରଜାତି ପାଇଁ ସଂକ୍ରମଣ ଭୟଙ୍କର ଭାବେ ବୃଦ୍ଧି ପାଇବାରେ ଲାଗିଛି । ସାଂଘାଇ ହସ୍ପିଟାଲକୁ ଏବେ ଦୈନିକ ୧୬୦୦ରୁ ଅଧିକ ଏମର୍ଜେନ୍ସି ରୋଗୀ ଆସୁଛନ୍ତି । ୬୫ ବର୍ଷରୁ ଉର୍ଦ୍ଧ୍ୱ ରୋଗୀ ଅଧିକ ସଂକ୍ରମିତ ହେଉଥିବା କୁହାଯାଉଛି ।