ସହିଦ ସପ୍ତାହର ଶେଷ ଦିନରେ ମାଓବାଦୀଙ୍କ ମହାମେଳି । ଛତିଶଗଡ଼-ତେଲେଙ୍ଗାନା ସୀମାରେ ମାଓବାଦୀମାନେ ଏକାଠି ହୋଇ ଲାଲ ସଲାମର ବାର୍ତା ଦେଇଛନ୍ତି । ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନାରେ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ପୋଲିସ ଫୋର୍ସ ରହିଥିଲେ ମଧ୍ୟ କେନ୍ଦ୍ରୀୟ ବାହିନୀ ଓ ସ୍ଥାନୀୟ ପୋଲିସକୁ ଖୋଲାଖୋଲି ଚାଲେଞ୍ଜ କରି ମାଓବାଦୀଙ୍କ ବୈଠକ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ମାଲକାନଗିରିରେ ପ୍ରବେଶ କରିଥିବା ଜଣାପଡ଼ିବା ପରେ ଓଡ଼ିଶା ପୋଲିସ ସୀମାନ୍ତବର୍ତୀ ଅଂଚଳରେ କୁମ୍ବିଂ ଅପରେସନ ଜୋରଦାର କରିଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ