ମାନସିକସ୍ତରରେ ସୁଦୃଢ଼ ହେବେ କଲେଜ ଛାତ୍ରୀ ଓ କିଶୋରୀ । ଏମାମାନଙ୍କୁ ମାନସିକସ୍ତରରେ ସୁଦୃଢ଼ କରି ସମାଜରେ ସୁନ୍ଦର ନାଗରିକ ଭାବେ ଗଢ଼ି ତୋଳିବାକୁ ସଚେତନତା ଅଭିଯାନ ଆରମ୍ଭ । ଜିଲ୍ଲା ପ୍ରଶାସନ ସହଯୋଗରେ ସାମାଜିକ ସଂଗଠନ ବିଚାର ଭାରତୀ ଟ୍ରଷ୍ଟ ଦ୍ୱାରା ‘ସାଥୀ’ ନାଁରେ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ସ୍ଥିତ ମହର୍ଷି ମହିଳା କଲେଜରେ ଓ ଖୋର୍ଦ୍ଧା ଜିଲ୍ଲାର ୩୬ଟି କଲେଜରେ ଏହି ସଚେତନତା ଅଭିଯାନ ଚାଲିବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା