ସଂସଦର ରେକର୍ଡରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ TMC ସାଂସଦ ମହୁଆ ମୈତ୍ରୋଙ୍କ ବୟାନକୁ ହଟାଇଦିଆଯାଇଛି । ଏହା ପରେ କଂଗ୍ରେସ ଅଭିଯୋଗ ଲଗାଇଛି । ଦଳ କହିଛି ଯେ, ଆଦାନୀ ଗ୍ରୁପ ସହ ଜଡିତ ମାମଲାରେ ରାହୁଲ ଗାନ୍ଧୀଙ୍କ ତରଫରୁ କରାଯାଇଥିବା ଟିପ୍ପଣୀ ରେକର୍ଡରୁ ହଟାଇ ଗୃହର ମର୍ଯ୍ୟାଦା ଏବଂ ଲୋକତନ୍ତ୍ରକୁ ଶେଷ କରାଯାଇଛି । ଦଳର ମହାସଚିବ ଜୟରାମ ରମେଶ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ଆଦାନୀ ମହାଦୁର୍ନୀତି ଉପରେ ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ ହଟାଯିବା ସହ ଲୋକସଭାରେ ଲୋକତନ୍ତ୍ରର ଦାହସଂସ୍କାର କରିଦିିଆଯାଇଛି, ଓଁମ୍ ଶାନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ