ଗୁଜରାଟ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କେନ୍ଦ୍ରର ଚାଲ୍ । ସଂଖ୍ୟାଲଘୁଙ୍କ ନାଗରିକତାକୁ ନେଇ ବଡ଼ ଘୋଷଣା । ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲା ଶରଣାର୍ଥୀଙ୍କୁ ନାଗରିକତା ପ୍ରମାଣପତ୍ର ଦେବେ ସରକାର । ଏହି ତିନି ରାଷ୍ଟ୍ରରୁ ଆସିଥିବା ଶହ ଶହ ଶରଣାର୍ଥୀ ଗୁଜରାଟର ଦୁଇଟି ଜିଲ୍ଲାରେ ରହିଆସୁଛନ୍ତି । ନାଗରିକତା ଆଇନ ୧୯୫୫ ଆଧାରରେ ସେମାନଙ୍କୁ ନାଗରିକତା ପ୍ରମାଣପତ୍ର ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ଘୋଷଣା କରିଛନ୍ତି । ଏ ନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ନୋଟିଫିକେସନ ଜାରି କରାଯାଇଛି ।
More Stories
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ