2 ବର୍ଷ ପରେ ରିଷ୍ଟୋର ହେଲା ଟ୍ରମ୍ପଙ୍କ ସୋସିଆଲ ମିଡିଆ ଆକାଉଣ୍ଟ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସମସ୍ତ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ବ୍ୟାନ୍ ହୋଇ ସାରିଥିବା ବେଳେ କିଛି ଆକାଉଣ୍ଟ୍ ପୁଣି ଥରେ ଚାଲୁଛି । ଟ୍ରମ୍ପ୍ଙ୍କ ଉଭୟ ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍କୁ ରିଷ୍ଟୋର୍ କରିଛି ମେଟା । ବ୍ୟାନ୍ ହେବାର ପ୍ରାୟ ୨ ବର୍ଷ ପରେ ଟ୍ରମ୍ପ୍ଙ୍କ ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ ରିଷ୍ଟୋର୍ ହୋଇଛି । ଫେସ୍ବୁକ୍ର ମୂଳ କମ୍ପାନି ମେଟା ଏକ ବ୍ଲକ୍ ପୋଷ୍ଟ୍ ଜରିଆରେ ଏ ସଂପର୍କରେ ସୂଚନା ଦେଇ ଲେଖିଛି ଯେ ‘ଲୋକମାନଙ୍କର ଜାଣିବା ଦରକାର ଯେ ସେମାନଙ୍କ ରାଜନେତା ଭଲ, ଖରାପ, ଅସଙ୍ଗତ କ’ଣ ବାର୍ତ୍ତା ଦେଉଛନ୍ତି । ଏବେ ସର୍ବସାଧାରଣ ସେ କଥାକୁ ଶୁଣିବାକୁ ସମର୍ଥ ।’
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ