ମୁଖ୍ୟ ନିର୍ବାଚନ କମିଶନର ଓ ୨ ଜଣ ନିର୍ବାଚନ କମିଶନର ନିଯୁକ୍ତି ମାମଲା । ରାୟ ସଂରକ୍ଷିତ ରଖିଲେ ସୁପ୍ରିମ କୋର୍ଟ । ଏହି ଆବେଦନରେ ଅନୁରୋଧ କରାଯାଇଥିଲା କି ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତି ପାଇଁ ଗଠିତ ହୋଇଥିବା କମିଟିରେ ମୁଖ୍ୟ ବିଚାରପତି, ପ୍ରଧାନମନ୍ତ୍ରୀ ଓ ବିରୋଧୀଦଳର ନେତାଙ୍କୁ ସାମିଲ କରାଯିବା ଆବଶ୍ୟକ । ଏଭଳି ବଡ ସାମ୍ବିଧାନିକ ପଦରେ ସିଧାସଳଖ ସରକାରଙ୍କ ତରଫରୁ ନିଯୁକ୍ତି ଦିଆଯିବା ଠିକ୍ ନୁହେଁ ବୋଲି ଆବେଦନକାରୀ ଯୁକ୍ତି ବାଢିଥିଲେ । ଜଷ୍ଟିସ କେ.ଏମ ଜୋସେଫଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍