ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ରାହୁଲଙ୍କୁ ସମର୍ଥନ କଲା ଜର୍ମାନୀ । ରାହୁଲ ଗାନ୍ଧୀଙ୍କ ମାମଲାରେ ମୌଳିକ ଗଣତାନ୍ତ୍ରିକ ମୂଲ୍ୟବୋଧ ଲାଗୁ ହେବା ଦରକାର। ଏହି ମାମଲା ଉପରେ ଜର୍ମାନୀର ନଜର ଥିବା ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି। ରାହୁଲଙ୍କ ବିରୋଧରେ ଆସିଥିବା ରାୟ ବିରୋଧରେ ଉପର କୋର୍ଟରେ ଆବେଦନ କରିବା ଦରକାର । ରାହୁଲଙ୍କ ବିବାଦୀୟ ବୟାନକୁ ବ୍ୟକ୍ତିଗତ ସ୍ବାଧିନତା ଏବଂ ଗଣତନ୍ତ୍ରର ବିଚାରଧାରା ମଧ୍ୟରେ ରଖି ଚିନ୍ତା କରିବା ଆବଶ୍ୟକ । ୨୩ ମାର୍ଚ୍ଚରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରାଯାଇଥିଲା। ମୋଦି ସାଙ୍ଗିଆକୁ ନେଇ ରାହୁଲ ଦେଇଥିବା ବୟାନକୁ ନେଇ କୋର୍ଟ ତାଙ୍କ ବିରୋଧରେ ଦଣ୍ଡାଦେଶ ଦେଇଥିଲେ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍