ଭୁବନେଶ୍ୱରରୁ ପୁଣି ଜବତ ହେଲା ଧଳା ଜହର । ରାଜଧାନୀରେ ଅପରେସନ ହ୍ବାଇଟ ସ୍ପାଇଡର । ପିପିଲିରୁ ଆସି ରେଣ୍ଟାଲ କଲୋନୀରେ କରୁଥିଲେ ବେପାର । ଡିଲ ବେଳେ ମାଡି ବସିଲା ପୋଲିସ । ତେବେ ଜବତ ବ୍ରାଉନସୁଗରର ଆନୁମାନିକ ମୁଲ୍ୟ 10ଲକ୍ଷ ଟଙ୍କା ହେବ । ଏହାସହ ଅଭିଯୁକ୍ତଠୁ 4ଟି ମୋବାଇଲ, 10 ହଜାର ଟଙ୍କା ଏବଂ ଗୋଟିଏ କାର ଜବତ କରାଯାଇଛି । ତେବେ ଏହି ରାକେଟରେ କେତେ ଜଣ ସଂପୃକ୍ତ ଅଛନ୍ତି ସେନେଇ ଖୋଳତାଡ଼ କରୁଛି ପୋଲିସ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା