() ରାଜଧାନୀ ଦିଲ୍ଲୀରେ ଭାରତ ବନ୍ଦର ଭୟଙ୍କର ଚିତ୍ର । ନୋଏଡା-ଦିଲ୍ଲୀ ଲିଙ୍କ୍ ରୋଡ ସ୍ଥିତ ଚିଲ୍ଲା ବର୍ଡରରେ ଟ୍ରାଫିକ ସମସ୍ୟା । ନୋଏଡା ଏକ୍ସପ୍ରେସ ୱେରେ ମହାମାୟା ପୁଲ ଠାରୁ ନୋଏଡା ଗେଟ ପର୍ଯ୍ୟନ୍ତ ପାଖାପାଖି ୨ କି.ମି ଲମ୍ବା ଜାମ୍ ଲାଗି ରହିଛି । ସେହିପରି ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ଜାମ୍ କାରଣରୁ ଲୋକଙ୍କୁ ନାକେଦମ ହେବାକୁ ପଡିଛି । ଘଣ୍ଟାଘଣ୍ଟା ଧରି ରାସ୍ତାରେ ଧାଡ଼ି କରି ଅଟକି ରହିଛନ୍ତି ଗାଡି । ଦିଲ୍ଲୀ ଆସୁଥିବା ଗାଡି ଗୁଡିକର କଡା ଚେକିଂ ଚାଲିଥିବାରୁ ଏଭଳି ଭୟଙ୍କର ଟ୍ରାଫିକ ସମସ୍ୟା ଉପୁଜିଛି । ଅଗ୍ନିପଥ ଯୋଜନା ବିରୋଧରେ ଭାରତ ବନ୍ଦକୁ ନଜରରେ ରଖି ୟୁପି ପୋଲିସ ଦ୍ବାରା ଯାଞ୍ଚ ବ୍ୟବସ୍ଥା କଡାକଡି ।
More Stories
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ
ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ନ୍ୟାୟ, ଏବେ ଜେଲ ଯିବେ ମହିଳା
ବବି ଓ ମାନସଙ୍କ ନୂଆ କମ୍ପାନୀ