ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଭାରତ ସହ ସୀମା ବିବାଦ ଏବଂ ତାଇୱାନକୁ ନେଇ ଆମେରିକା ସହ ବିବାଦ ଭିତରେ ବଡ ବୟାନ ଦେଇଛନ୍ତି ଚୀନ ପ୍ରଧାନମନ୍ତ୍ରୀ ଲି କେକ୍ୱିଆଙ୍ଗ୍ । ଗୋଟିଏ ପଟେ ଭାରତ ଅନ୍ୟ ପଟେ ତାଇୱାନକୁ ନେଇ ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଥିବା ବେଳେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ଚୀନ ପ୍ରଧାନମନ୍ତ୍ରୀ । ଚଳିତ ବର୍ଷ ଚୀନ ତାର ପ୍ରତିରକ୍ଷା ବଜେଟରେ ୭ ଦଶମିକ୍ ୨ ପ୍ରତିଶତ ବୃଦ୍ଧି କରିବ ବୋଲି ସଂସଦରେ ଉଦବୋଧନ ଦେଇ କହିଛନ୍ତି ଲି କେକ୍ୱିଆଙ୍ଗ୍ ।

SHARE BY