ମାଲକାନଗିରି ସୀମାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଯବାନଙ୍କ ଗୁଳିରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଛତିଶଗଡ ସୁକୁମା ଜିଲ୍ଲାର ତାଡମେଟଲା ଓ ଦୁଲେଡ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି । ତାଡମେଟଲା ଓ ଦୁଲେଡ ଜଙ୍ଗଲରେ ମାଓ ଶିବିର ଚାଲୁଥିବା ସୂଚନା ମିଳିବା ପରେ ସିଆରପିଏଫ ଯବାନ ଅପରେସନ ଆରମ୍ଭ କରିଥିଲେ । ଏନକାଉଣ୍ଟରସ୍ଥଳରୁ ଦୁଇ ଜଣ ମାଓବାଦୀଙ୍କ ମୃତଦେହ ସହ ଦୁଇଟି ବନ୍ଧୁକ ଉଦ୍ଧାର କରାଯାଇଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍