The Topmost

“The eyes believe themselves, the ears believe other people.”

ମେରୀ ଖ୍ରୀଷ୍ଟମାସ..

ପବିତ୍ର ବଡଦିନର ଅନେକ ଶୁଭେଚ୍ଛା । ଆଜି ହେଉଛି ପବିତ୍ର ବଡଦିନ । ଏହିଦିନ ଭଗବାନ ଯୀଶୁ ଜନ୍ମଗ୍ରହଣ କରିଥିବାରୁ ଏହାକୁ ବଡଦିନ ଭାବେ ପାଳନ କରାଯାଏ ।  ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ପୁରା ଓଡ଼ିଶା । ଗାଁଠୁ ସହର ସବୁଠି ସାଜସଜ୍ଜା । ଦୁଇ ବର୍ଷ ପରେ ବିନା କୋଭିଡ କଟକଣାରେ ପାଳନ ହେଉଥିବାରୁ ଚର୍ଚ୍ଚରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଆଲୋକମାଳାରେ ଚର୍ଚ୍ଚଗୁଡିକୁ ସଜ୍ଜା ଯାଇଥିବା ବେଳେ ସାଂଟାମାନେ ଚର୍ଚ୍ଚରେ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।