ଦେଶରେ ପୁରୁଣା ପେନସନ ଯୋଜନା ଏବେ ଏକ ନିର୍ବାଚନୀ ମୁଦ୍ଦା ପାଲଟିଛି । ଏହାରି ଭିତରେ ମହାରାଷ୍ଟ୍ରରେ ବିଜେପି ମେଣ୍ଟରେ ସରକାର ଗଠନ କରିଥିବା ଏକନାଥ ସିନ୍ଦେ ଇଶାରା ଦେଲେଣି କି ମହାରାଷ୍ଟ୍ରରେ ବି ପୁରୁଣା ପେନସନ୍ ଯୋଜନା ଲାଗୁ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି । ମୁଖ୍ୟମନ୍ତ୍ରୀ ସିନ୍ଦେ ଏକ ସଭାରେ କହିଛନ୍ତି ଯେ ରାଜ୍ୟରେ ଶିକ୍ଷକ ଓ ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ଯୋଜନା ଲାଗୁ କରିବାକୁ ବିଚାର କରାଯାଉଛି ।
More Stories
ଶୀତରୁ ବଞ୍ଚିବାର ସହଜ ଉପାୟ
କାହିଁକି ଅଟକିଲା ସାହିତ୍ୟ ଅକାଡେମୀ ଆୱାର୍ଡ
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ