ମଥୁରାର ବିଶ୍ୱପ୍ରସିଦ୍ଧ ବାଙ୍କେବିହାରୀ ମନ୍ଦିରରେ ଅଘଟଣ । ଶ୍ରୀକୃଷ୍ଣଙ୍କ ମଙ୍ଗଳ ଆଳତି ଦେଖିବାକୁ ପ୍ରବଳ ଭିଡ ହେବାରୁ ଅଣନିଶ୍ୱାସୀ ହୋଇ ଦୁଇଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି । ଏହାସହ ୬ଜଣ ଶ୍ରଦ୍ଧାଳୁଙ୍କ ଅବସ୍ଥା ଗୁରୁତର ହୋଇପଡିଛି । ଘଟମାକୁ ନେଇ ସେମାନଙ୍କୁ ମଥୁରାର ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା ଓ ଜଣେ ପୁରୁଷ ଶ୍ରଦ୍ଧାଳୁ । ମୃତକ ମାନେ ହେଉଛନ୍ତି ନୋଏଡା ସେକ୍ଟର ୯୯ର ବାସିନ୍ଦା ନିର୍ମଳା ଦେବୀ ଓ ଭୁଲେରାମ କଲୋନୀର ରାମ ପ୍ରସାଦ ବିଶ୍ୱକର୍ମା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ