ମଝି ଆକାଶରେ ଲାଗିଲା ନିଆଁ । ଚାହୁଁଚାହୁଁ ଚାଲିଗଲା ୩ ଜୀବନ । ହର୍ଟ ଏୟାର ବେଲୁନରେ ଉଡିବା ହେଲା କାଳ। କିଛି ଭାବିବା ଆଗରୁ ଚାଲିଗଲା ୩ ନିରୀହଙ୍କ ଜୀବନ। ଏମିତି କିଛି ଭୟଙ୍କର ଘଟଣା ଘଟିଛି ଆମେରିକା ମେକ୍ସିକୋର ପ୍ରସିଦ୍ଧ ଟିଓତିୱାକାନ୍ ପ୍ରତ୍ନତାତ୍ତ୍ୱିକ ପର୍ଯ୍ୟଟକ ସ୍ଥଳରେ। ମନୋରଞ୍ଜନ ପାଇଁ ହର୍ଟ ଏୟାର ବେଲୁନରେ ଉଡିବାକୁ ଯାଇଥିଲେ କିଛି ପର୍ଯ୍ୟଟକ। କିଛି ଦୂର ଉଡିବା ପରେ ହଠାତ ବେଲୁନରେ ନିଆଁ ଲାଗିଲା । ମଝି ଆକାଶରେ ଏଭଳି ଏକ ଘଟଣା ସମସ୍ତଙ୍କ ହୃଦୟ ସ୍ପନ୍ଦନ ଅଟକାଇ ଦେଇଥିଲା। ହର୍ଟ ଏୟାର ବେଲୁନରେ ନିଆଁ ଲାଗିବା ଦ୍ବାରା ୩ ଜଣଙ୍କ ମୃତ୍ୟୁ ହୋଇଛି ।
More Stories
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ