ମକର ସଂକ୍ରାନ୍ତି ଓଡିଶାର ଗଣପର୍ବ ଭାବେ ପାଳନ କରାଯାଏ । ଓଡିଶାରେ ଏହାର ପରମ୍ପରା ଓ ବିଶେଷତ୍ବ ବେଶ୍ ଅଧିକ ରହିଛି । ତେବେ ମକର ସଂକ୍ରାନ୍ତିର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଧି ହେଉଛି ଗୁଡି ଉଡାଇବା । କୁହାଯାଏ ଗୁଡି ଉଡାଇବା ପାଇଁ ଏହି ସମୟ ପାଇଁ ଅନୁକୂଳ ଅଟେ । ଶିଶୁ ଏବଂ ବୟସ୍କମାନେ ବିଭିନ୍ନ ଆକୃତି, ଆକାର ଏବଂ ରଙ୍ଗ ବେରଙ୍ଗର ଗୁଡି ଉଡାନ୍ତି ଏବଂ ଉପଭୋଗ କରନ୍ତି । କେତେକ ସ୍ଥାନରେ ଗୁଡି ଉଡା ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥାଏ । ଏହି ଉତ୍ସବ ଦେଶର ବିଭିନ୍ନ ସ୍ଥାନରେ, ଉତ୍ତର ଭାରତରେ ଲୋହରୀ, ଆସାମରେ ବିହୁ, ତାମିଲନାଡୁର ପୋଙ୍ଗଲ ଏବଂ ବଙ୍ଗଳା, ବିହାର, ଓଡିଶା ଏବଂ ପଡୋଶୀ ଅଞ୍ଚଳରେ ବିଭିନ୍ନ ନାମରେ ପାଳନ କରାଯାଇଥାଏ ।
“The eyes believe themselves, the ears believe other people.”
More Stories
ରାମ ନବମୀ ପାଇଁ ଅନୁମତି ନାହିଁ
ରାମ ନବମୀରେ ଅଯୋଧ୍ୟାରୁ ଲାଇଭ୍ ଷ୍ଟ୍ରିମ୍ କରିବେ ବଚ୍ଚନ୍
କେମିତି ଦେଖିବେ ରାମ ଲାଲାଙ୍କ ଅଭିଶେକ ସହିତ ସୂର୍ଯ୍ୟତିଳକ ବିଧି