ମକର ସଂକ୍ରାନ୍ତି ଓଡିଶାର ଗଣପର୍ବ ଭାବେ ପାଳନ କରାଯାଏ । ଓଡିଶାରେ ଏହାର ପରମ୍ପରା ଓ ବିଶେଷତ୍ବ ବେଶ୍ ଅଧିକ ରହିଛି । ତେବେ ମକର ସଂକ୍ରାନ୍ତିର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଧି ହେଉଛି ଗୁଡି ଉଡାଇବା । କୁହାଯାଏ ଗୁଡି ଉଡାଇବା ପାଇଁ ଏହି ସମୟ ପାଇଁ ଅନୁକୂଳ ଅଟେ । ଶିଶୁ ଏବଂ ବୟସ୍କମାନେ ବିଭିନ୍ନ ଆକୃତି, ଆକାର ଏବଂ ରଙ୍ଗ ବେରଙ୍ଗର ଗୁଡି ଉଡାନ୍ତି ଏବଂ ଉପଭୋଗ କରନ୍ତି । କେତେକ ସ୍ଥାନରେ ଗୁଡି ଉଡା ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥାଏ । ଏହି ଉତ୍ସବ ଦେଶର ବିଭିନ୍ନ ସ୍ଥାନରେ, ଉତ୍ତର ଭାରତରେ ଲୋହରୀ, ଆସାମରେ ବିହୁ, ତାମିଲନାଡୁର ପୋଙ୍ଗଲ ଏବଂ ବଙ୍ଗଳା, ବିହାର, ଓଡିଶା ଏବଂ ପଡୋଶୀ ଅଞ୍ଚଳରେ ବିଭିନ୍ନ ନାମରେ ପାଳନ କରାଯାଇଥାଏ ।
More Stories
ମହାକୁମ୍ଭ ମେଳାର ମହତ୍ତ୍ବ..
ଆଜିଠୁ ଆରମ୍ଭ ମହାକୁମ୍ଭ ମେଳା..
ଏହି 5 ରାଶିଙ୍କର ଖୋଲିବ ଭାଗ୍ୟ