ପଶ୍ଚିମବଙ୍ଗରେ ବଡ଼ ଧରଣର ଅଗ୍ନିକାଣ୍ଡ । ଘଟଣାରେ ଜଳିଗଲା ଶହେରୁ ଅଧିକ ଦୋକାନ । ପଶ୍ଚିମବଙ୍ଗ ହାଉଡାରେ ଶୁକ୍ରବାର ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁ ଲିଭାଇବା ପାଇଁ ୧୮ ଟି ଦଳକଳ ଟିମ୍ କାର୍ଯ୍ୟରେ ଲାଗିଛନ୍ତି । ତେବେ ଏପର୍ଯ୍ୟନ୍ତ କୌଣସି ମୃତାହତ ହୋଇନଥିବା ସୂଚନା ରହଛି । ମଙ୍ଗଳହାଟ ବଜାରରେ ନିଆଁ ଲାଗିଥିବା ସୂଚନା ମଳିଛି । ସେଠାରେ ଅଧିକାଂଶ ପୋଷାକ ଦୋକାନ ଏବଂ ଛୋଟ ପିଲାଙ୍କ ସାମଗ୍ରୀ ଦୋକାନ ଥିବା ସୂଚନା ମିଳିଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ