() ଟ୍ରେନ୍ ଟିକଟ ବୁକିଂ ଉପରେ ଭାରତୀୟ ରେଳବାଇର ବଡ଼ ଘୋଷଣା । ଏଣିକି ଆଇଆରସିଟିସି ୱେବସାଇଟ୍ ଏବଂ ଆପଲିକେସନରେ ଲୋକେ ଗୋଟିଏ ମାସରେ ୨୪ଟି ଟିକଟ ବୁକ କରିପାରିବେ । ତେବେ ଏଥିପାଇଁ ୟୁଜର ଆଇଡିକୁ ଆଧାର ସହ ଲିଙ୍କ୍ କରିବାକୁ ପଡିବ। ୟୁଜର ଆଇଡି ସହ ଆଧାର ଲିଙ୍କ ହୋଇ ନଥିଲେ ଜଣେ ୧୨ଟି ଟିକଟ ବୁକ କରିପାରିବେ । ଏହା ପୂର୍ବରୁ ଆଇଆରସିଟିସି ୟୁଜର ଆଇଡିରୁ ମାସକୁ କେବଳ ୬ଟି ଟିକଟ ବୁକ ହୋଇପାରୁଥିଲା । ଆଧାର ଲିଙ୍କ ହୋଇଥିବା ୟୁଜର ଆଇଡିରୁ ୧୨ଟି ଟିକଟ ବୁକ ପାଇଁ ଅନୁମତି ଥିଲା । ଏନେଇ ରେଲୱେ ମନ୍ତ୍ରଣାଳୟ ପକ୍ଷରୁ ଏକ ବୟାନ ଜାରି ହୋଇଛି । ଏହି ନିଷ୍ପତ୍ତି ଦ୍ୱାରା ଟ୍ରେନରେ ନିୟମିତ ଯାତ୍ରା କରୁଥିବା ଯାତ୍ରୀ ବେଶ ଲାଭବାନ ହେବେ।https://thetopmost.in/%e0%ac%b8%e0%ac%bf%e0%ac%9c%e0%ac%bf%e0%ac%a8%e0%ac%be%e0%ac%b2-%e0%ac%a1%e0%ac%bf%e0%ac%aa%e0%ad%8d%e0%ac%b0%e0%ad%87%e0%ac%b8%e0%ac%a8/
https://thetopmost.in/taazmahal-placed-in-different-country/
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ