୨୦୪୭ ସୁଦ୍ଧା ସଂପୂର୍ଣ୍ଣ ଆତ୍ମନିର୍ଭର ହେବ ଭାରତୀୟ ନୌସେନା । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ନୌସେନା ମୁଖ୍ୟ ଆଡ୍ମିରାଲ ଆର୍ ହରି କୁମାର । ଇଣ୍ଡିଆ ଡିଫେନ୍ସ କନ୍କ୍ଲେଭ ୨୦୨୨’ରେ ହରି କୁମାର କହିଛନ୍ତି ଯେ ରୁଷ୍-ୟୁକ୍ରେନ୍ ଯୁଦ୍ଧରୁ ଆମକୁ ନୂତନ ଟେକ୍ନୋଲୋଜି, ସାଇବର ସ୍ପେସ୍ ଏବଂ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସମ୍ପର୍କରେ ଅନେକ କିଛି ଶିଖିବାକୁ ମିଳିଛି । ସ୍ବଦେଶୀ ଉପକରଣ ବିଷୟରେ କହିଲେ ଯେ, ୧୯୬୧ମସିହାରେ ପ୍ରଥମ ଥର ପାଇଁ ଏକ ଛୋଟ ପାଟ୍ରୋଲ୍ ବୋଟ୍, ‘ଆଇଏନ୍ଏସ୍ ଅଜୟ’ ନିର୍ମାଣ କରାଯାଇଥିଲା । ସେବେଠାରୁ ଆଜିପର୍ଯ୍ୟନ୍ତ ନୌସେନାରେ ହୋଇଥିବା ବିକାଶ ଆଗାମୀ ଦିନ ପାଇଁ ପ୍ରେରଣା ସାଜିବ ବୋଲି ହରି କୁମାର କହିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ