ଇସ୍ରୋ ବର୍ତ୍ତମାନ ଉପଗ୍ରହକୁ ମହାକାଶରେ ସ୍ଥାପନ କରିବା ପାଇଁ ଜୋରଦାର ଉଦ୍ୟମ ଜାରିରଖିଛି । ୨୦୩୫ ସୁଦ୍ଧା ନିଜର ସ୍ପେସ ଷ୍ଟେସନ ସ୍ଥାପନ କରିବାକୁ ଭାରତ ପ୍ରସ୍ତୁତ କରୁଛି ଯୋଜନା । ଏଥିପାଇଁ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାନ ଉଦ୍ୟୋଗ ଜଗତ ଆଗରେ ନିଜର ଯୋଜନା ରଖିଛି । ଏଥିପାଇଁ ରକେଟ ପ୍ରସ୍ତୁତି ମଧ୍ୟ ଜାରିରହିଛି । ଏହିଭଳି ରକେଟ ଆଗାମୀ ପିଢିର ପ୍ରକ୍ଷେପଣ ଯାନ ବା ଏନଜିଏଲଭି । ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି, ଅନ୍ତରୀକ୍ଷ ଏଜେନ୍ସି ରକେଟର ଡିଜାଇନ ନେଇ କାମ କରୁଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ