ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାକୁ ନେଇ ବଢୁଛି ସମର୍ଥନ । ଶିବସେନାର ବିଧାୟକ ଆଦିତ୍ୟ ଠାକରେ ଓ ଏନସିପିର ବିଧାୟକ ରୋହିତ ପାୱାର ଭାରତ ଯୋଡ ଯାତ୍ରାରେ ଯୋଗଦେବେ । ଆଦିତ୍ୟ ଠାକରେ ଆସନ୍ତା କାଲି ମହାରାଷ୍ଟ୍ରରେ ଭାରତ ଯୋଡ ଯାତ୍ରାରେ ଯୋଗ ଦେବେ । ଏହାପରେ ନଭେମ୍ବର ୧୪ ତାରିଖରେ ମହାରାଷ୍ଟ୍ରର ହଙ୍ଗେଲି ଠାରେ ଏନସିପି ବିଧାୟକ ରୋହିତ ପାୱାର ରାହୁଲ ଗାନ୍ଧୀଙ୍କ ସହ ଯୋଡି ହେବେ ବୋଲି କୁହାଯାଉଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ