() ନୟାଗଡ଼ ବଡ଼ପଣ୍ଡୁସର ନିକଟରେ ବଡ ଧରଣର ବିସ୍ଫୋରଣ । ବ୍ରିଜ ତଳକୁ ଖସି ଫାଟିଲା ଡିଜେଲ ଟ୍ୟାଙ୍କର । ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ ଜଣେ ଗୁରୁତର ଅଛନ୍ତି । ପାରାଦୀପରୁ ତେଲ ନେଇ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି l ସେପଟେ ବିସ୍ଫୋରଣରେ ଦୁଇ ମୃତକଙ୍କ ପରିଚୟ ମିଳି ନଥିବାବେଳେ ଅନ୍ୟ ଦୁଇ ମୃତକ ସାନପଣ୍ଡୁସରର ପଙ୍କଜ ନାୟକ ଓ ଦିପୁ ଖଟୁଆ । ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ୍ ।https://thetopmost.in/south-movie-kgf-has-released-today/gf
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି