ବିହାରରେ ମହାଗଠବନ୍ଧନର ମହାରାଲି । ବିଜେପି ବିରୋଧରେ ମହାମେଣ୍ଟ । ତେବେ ଏହି ମହାମେଣ୍ଟରେ ସାମିଲ ହେଲେ ଆରଜେଡି, ଜେଡିୟୁ, କଂଗ୍ରେସ ଓ ବାମଦଳ ସମେତ ଅନ୍ୟାନ୍ୟ ଦଳର ନେତା । ଆସନ୍ତା ୨୦୨୪ ଲାଗି ବିଜେପିକୁ ଟକ୍କର ଦେବ ମହାମେଣ୍ଟ । ବିହାରର ପୂର୍ଣ୍ଣିଆରେ ଅନୁଷ୍ଠିତ ରାଲିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସମେତ ବହୁ ହେଭିଓ୍ୱେଟ ସାମିଲ ହୋଇଥିଲେ । ରାଲି ଅବସରରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କହିଛନ୍ତି, ବର୍ତ୍ତମାନ ବିଜେପି ସରକାରକୁ ବିଦାୟ କରିବାର ସମୟ ଆସିଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ