ବିଲ୍କିସ ବାନୋ ଦୁଷ୍କର୍ମକାରୀଙ୍କୁ ସ୍ବାଧୀନତା ଦିବସରେ ଛାଡ଼ କରିଦିଆଯିବା ଯୋଗୁଁ ପ୍ରତିବାଦର ହେଉଛି । ମହିଳା ଅଧିକାର କାର୍ଯ୍ୟକର୍ତ୍ତାମାନେ ମଙ୍ଗଳବାର ଏ ସମ୍ପର୍କରେ ସର୍ବୋଚ୍ଚ ଅଦାଲତରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି । ଉକ୍ତ ୧୧ ଜଣ ଦୋଷୀଙ୍କୁ ପୁଣି ଜେଲରେ ଭର୍ତ୍ତି କରାଯାଉ ବୋଲି ଏଥିରେ ଦାବି କରାଯାଇଛି । ପ୍ରଧାନବିଚାରପତି ଏହାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରିବା କଥା ବିଚାର କରୁଛନ୍ତି । ଖଣ୍ଡପୀଠ ଆବେଦନର ବିଚାର କରିବେ ବୋଲି କହିଛନ୍ତି । ଏହା ପୂର୍ବରୁ ସାମାଜିକ କାର୍ଯ୍ୟକର୍ତ୍ତା ଓ ଐତିହାସିକଙ୍କ ସମେତ ପ୍ରାୟ ୬୦୦୦ ଲୋକ ସର୍ବୋଚ୍ଚ ଅଦାଲତ ଅପରାଧୀମାନଙ୍କୁ ପୁଣି ଜେଲରେ ଭର୍ତ୍ତି କରିବାକୁ ଆଦେଶ ଦିଅନ୍ତୁ ବୋଲି ଦାବି କରିଥିଲେ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ