କୁମାର ପୂର୍ଣ୍ଣିମାରେ ଦୃଶ୍ୟମାନ ହେଲା ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ରାତି ଗୋଟାଏ ୪ ମିନିଟ ୫୫ ସେକେଣ୍ଡରୁ ୨ ଟା ୨୪ ମିନିଟ ୨ ସେକେଣ୍ଡ ଯାଏ ଦୃଶ୍ୟମାନ ଗ୍ରହଣର ସ୍ପର୍ଷ ଦେଖିବାକୁ ମିଳିଥିଲା । ଗ୍ରହରଣ ଅବଧି ୧ ଘଂଟା ୧୯ ମିନିଟ ୭ ସେକେଣ୍ଡ ଥିଲା । ଭାରତ ସମେତ ଏସିଆ, ୟୁରୋପ, ଆଫ୍ରକା, ଆମେରିକା ସହ ବିଭିନ୍ନ ମହାଦେଶରେ ଦେଖିବାକୁ ମିଳିଲା ନିଆରା ଦୃଶ୍ୟ । ଶାସ୍ତ୍ର ଅନୁସାରେ, ଗ୍ରହଣର ୯ଘଂଟା ପୂର୍ବରୁ ଅର୍ଥାତ୍ ଶନିବାର ଅପରାହ୍ଣ ୪ଟା ୪ ମିନିଟ ୫୫ ସେକେଣ୍ଡରୁ ରାତି ୨ ଟା ୨୪ ମିନିଟ୍ ୨ ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ ସହିତ ଅନ୍ନ ଭୋଜନ ଓ ଦେବନୀତି ନିଷିଦ୍ଧ ପାଇଁ ପରାମର୍ଶ ରହିଥିଲା । କିନ୍ତୁ କିଛି ସ୍ଥାନରେ ହେତୁବାଦୀମାନେ ଏହି ସମୟରେ ଭୋଜି କରି ଖାଉଥିବା ଦେଖିବାକୁ ମିଳିଥିଲା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ