ସରିଲା ଗୋପାଳର ନାର୍କୋ ଟେଷ୍ଟ । ୧୩ ତାରିଖରେ ଗୋପାଳକୁ ଝାରସୁଗୁଡା କୋର୍ଟରେ ହଜାର କରାଯିବ । ଗୁଜରାଟ ଗାନ୍ଧୀନଗର ଡିଏଫ୍ଏସରେ ଗୋପାଳର ପଲିଗ୍ରାଫ ଟେଷ୍ଟ ଓ ଦୁଇ ଦିନ ଧରି ନାର୍କୋ ଟେଷ୍ଟ ହୋଇଥିବା ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ଏହି ସମୟରେ ହତ୍ୟାକାଣ୍ଡ ସମ୍ପର୍କିତ ପ୍ରଶ୍ନ ଗୋପାଳକୁ ପଚରା ଯାଇଥିଲା ଆଉ ଗୋପାଳ ବି ପ୍ରଶ୍ନର ଉତ୍ତର ଦେଇଥିବା ସୂଚନା ମିଳିଛି । ପଚରାଉଚରା ବେଳେ ବିବାଦୀୟ ପରିସ୍ଥିତି ପାଇଁ ମନ୍ତ୍ରୀଙ୍କୁ ଗୋପାଳ ହତ୍ୟା କରିଥିବା ସୂଚନା ମିଳିଛି । ତେବେ ମନ୍ତ୍ରୀଙ୍କ ପାଇଁ ଥିବା ରାଗ ନକମାଇବା ପାଇଁ ଗୋପାଳ ଦୁଇ ମାସ ହେବ ଔଷଧ ଖାଇନଥିବା ସୂଚନା ମିଳିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା