ୟୁସିସି ଲାଗୁ କରିବା ମାମଲାରେ ବିଜେପିକୁ ଟାର୍ଗେଟ କରିଛନ୍ତି କେଜ୍ରିଓ୍ବାଲ । ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସାଂଘଭୀ ଘୋଷଣା କରିଥିଲେ ଯେ ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ ଲାଗୁ କରିବାକୁ କେନ୍ଦ୍ର ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛି । ଯାହାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି କେଜ୍ରିୱାଲ୍ । ସେ ଏହି ପ୍ରସଙ୍ଗରେ ପ୍ରଶ୍ନ କରି ପଚାରିଛନ୍ତି ଯେ ‘କାହିଁକି ବିଜେପି ଦେଶରେ ୟୁନିଫର୍ମ ଲାଗୁ କରୁନାହିଁ? ’ବିଜେପିର ଉଦେଶ୍ୟ ଖରାପ । ସମ୍ବିଧାନର ଧାରା ୪୪ରେ ସ୍ପଷ୍ଟ ଭାବେ ଉଲ୍ଳେଖ କରାଯାଇଛି ଯେ ୟୁସିସି ଲାଗୁ କରିବା କେନ୍ଦ୍ରର ଦାୟିତ୍ବ । ଏଣୁ ସରକାରଙ୍କୁ ୟୁନିଫର୍ମ ସିଭିଲ୍ କୋଡ ଲାଗୁ କରିବା ଉଚିତ । ସବୁ ସଂପ୍ରଦାୟର ଲୋକଙ୍କ ମତ ଓ ଅନୁମତି ସହ ଏହି ନିଷ୍ପତ୍ତି କରାଯିବା ଉଚିତ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ