ମେୟର ନିର୍ବାଚନକୁ ନେଇ ମହାସଂଗ୍ରାମ । ତିନି ଥର ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ ସ୍ଥଗିତ ରହିଥିବା ବେଳେ ଭୋଟିଂ ନିୟମରେ ପରିବର୍ତ୍ତନକୁ ନେଇ ଆଜି ରାସ୍ତାକୁ ଓହ୍ଲାଇଛି ଆମ ଆଦମୀ ପାର୍ଟି । ବିଜେପି ହେର୍ଡକ୍ବାର୍ଟର ଆଗରେ ଆପ୍ ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଜେପି ଗଣତନ୍ତ୍ରକୁ ହତ୍ୟା କରୁଛି ବୋଲି ଆମ ଆଦମୀ ପାର୍ଟି ଅଭିଯୋଗ କରିଛି । ଦିଲ୍ଲୀ ଉପରାଜ୍ୟପାଳ ୧୦ ମନୋନୀତ ସଦସ୍ୟଙ୍କୁ ଭୋଟିଂ ପାଇଁ ଅନୁମତି ଦେବାକୁ ନେଇ ଗତକାଲି ଏମସିଡି ହାଉସରେ ଜୋରଦାର ହଙ୍ଗାମା ହୋଇଥିଲା । ସମ୍ବିଧାନ ବିରୋଧରେ ଯାଇ ଉପରାଜ୍ୟପାଳ ନିର୍ବାଚନ କରିବାକୁ ଚାହୁଁଥିବାରୁ ଆପ ଏହାର ଦୃଢ଼ ବିରୋଧ କରିଥିଲା ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ