ମଧ୍ୟପ୍ରଦେଶରେ ପହଞ୍ଚିଲା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା । ବୁରହାନପୁର ଦେଇ ମଧ୍ୟପ୍ରଦେଶକୁ ପ୍ରବେଶ କରିଛି ଭାରତ ଯୋଡୋ ଯାତ୍ରା । ଏହି ନିର୍ବାଚନ ମଣ୍ଡଳୀ ବିଜେପି ଅଧିନରେ ଥିବା ବେଳେ ହଜାର ହଜାର ଲୋକ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି । ପୂରା ନିର୍ବାଚନମଣ୍ଡଳୀରେ କଂଗ୍ରେସ ନିଜର ପତିଆରା ଜାହିର କରିଛି । ତେବେ ମଧ୍ୟପ୍ରଦେଶରେ ଭାରତ ଯୋଡୋ ଯାତ୍ରାରେ ପ୍ରୀୟଙ୍କା ଗାନ୍ଧୀ ମଧ୍ୟ ସାମିଲ ହେବେ । ମଧ୍ୟପ୍ରଦେଶରେ କଂଗ୍ରେସର ସରକାର ଭାଙ୍ଗି ବିଜେପି ସରକାର ଗଢିଥିବା ବେଳେ ରାଜ୍ୟରେ ଭାରତ ଯୋଡୋ ମାଧ୍ୟମରେ ନିଜର ଦମ ଦେଖାଇବାକୁ ପ୍ରସ୍ତୁତି କରିଛି କଂଗ୍ରେସ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ