() ଅଭିନବ ଉପାୟରେ ଚରସ ଚୋରା ଚାଲାଣ । ‘କୋବ୍ରା ବ୍ରାଣ୍ଡ୍ କୋହିନୂର’ ବାସୁମତି ଚାଉଳ ପ୍ୟାକେଟରେ ହେଉଥିଲା ଚୋରା ଚାଲାଣ । ଗୁଜରାଟର କଚ୍ଛ ଜିଲ୍ଲା ନିକଟବର୍ତ୍ତୀ ଜାଖାଉ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରୁ ବିଏସଏଫ୍ ଦ୍ବାରା ୧୦ ପ୍ୟାକେଟ୍ ଚରସ ଜବତ ହୋଇଛି । ତେବେ ଏହା ପାକିସ୍ତାନରୁ ଆସିଥିବା ଅନୁମାନ କରାଯାଉଛି । ତେବେ ବିଏସ୍ଏଫ୍ ଓ ଅନ୍ୟ ଏଜେନ୍ସି ଦ୍ୱାରା ୨୦୨୨ ମେ ୨୦ ପରଠାରୁ ଏ ପର୍ଯ୍ୟନ୍ତ ୧,୫୧୬ ପ୍ୟାକେଟ୍ ନିଶାଦ୍ରବ୍ୟ ଜବତ ହୋଇଥିବା ସୂଚନା ।
“The eyes believe themselves, the ears believe other people.”
More Stories
ଆଉ ହେବନି ବାଟମାରଣା, ଖଣି ଜଗିବେ ଓଆଇଏସ୍ଏଫ୍ ଜବାନ୍
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା