ଦିଲ୍ଲୀରେ ବଢିଲା ବାୟୁ ପ୍ରଦୂଷଣ । କଟକଣା ସତ୍ତ୍ୱେ ବାଣ ଫୁଟାଇବା ଯୋଗୁଁ ୧୦ ଗୁଣା ବଢିଲା ପ୍ରଦୂଷଣର ମାତ୍ରା । ସକାଳୁ ସକାଳୁ ଦିଲ୍ଲୀ ଏନସିଆର ଅଂଚଳ ଧୂଆଁ ଧୂଆଁ ସ୍ଥିତି ଦେଖିବାକୁ ମିଳିଛି । ସକାଳର ଏୟାର କ୍ୱାଲିଟି ଇଣ୍ଡେକ୍ସ ଅନୁସାରେ ୩୪୨ରେ ପ୍ରଦୂଷଣ ସ୍ତର ପହଞ୍ଚିଛି । ଯାହା ଅତ୍ୟନ୍ତ ଖରାପ । ପୂର୍ବରୁ ନଡ଼ା ଜାଳିବା ଯୋଗୁଁ ବାୟୁ ପ୍ରଦୂଷଣ ଲାଗି ରହିଥିଲା । ଦିପାବଳୀରେ ଲଗାତର ବାଣ ଫୁଟାଇବା ଯୋଗୁଁ ଏହି ପ୍ରଦୂଷଣ ଆହୁରି ବଢିଯାଇଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ