ଦିଲ୍ଲୀରେ ବଢିଲା ବାୟୁ ପ୍ରଦୂଷଣ । କଟକଣା ସତ୍ତ୍ୱେ ବାଣ ଫୁଟାଇବା ଯୋଗୁଁ ୧୦ ଗୁଣା ବଢିଲା ପ୍ରଦୂଷଣର ମାତ୍ରା । ସକାଳୁ ସକାଳୁ ଦିଲ୍ଲୀ ଏନସିଆର ଅଂଚଳ ଧୂଆଁ ଧୂଆଁ ସ୍ଥିତି ଦେଖିବାକୁ ମିଳିଛି । ସକାଳର ଏୟାର କ୍ୱାଲିଟି ଇଣ୍ଡେକ୍ସ ଅନୁସାରେ ୩୪୨ରେ ପ୍ରଦୂଷଣ ସ୍ତର ପହଞ୍ଚିଛି । ଯାହା ଅତ୍ୟନ୍ତ ଖରାପ । ପୂର୍ବରୁ ନଡ଼ା ଜାଳିବା ଯୋଗୁଁ ବାୟୁ ପ୍ରଦୂଷଣ ଲାଗି ରହିଥିଲା । ଦିପାବଳୀରେ ଲଗାତର ବାଣ ଫୁଟାଇବା ଯୋଗୁଁ ଏହି ପ୍ରଦୂଷଣ ଆହୁରି ବଢିଯାଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ