ପଦ୍ମପୁରରେ ପ୍ରଚାର କଲେ ବିଜେଡି ସୁପ୍ରିମୋ । ପ୍ରାର୍ଥୀ ବର୍ଷା ସିଂ ବରିହା ପାଇଁ ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମପୁରରେ ନିର୍ବାଚନୀ ସଭାରେ ନବୀନ କହିଲେ ବିଜେଡି ଗରିବ ଲୋକଙ୍କ ହକ୍ ପାଇଁ ଲଢୁଛି । କେନ୍ଦୁପତ୍ର ବିକାଳୀଙ୍କୁ ଅଧିକ ସୁବିଧା ସୁଯୋଗ ଦିଆଯାଉଛି । ଚାଷୀଙ୍କ ହକ୍ ପାଇଁ ରାଜ୍ୟ ସରକାର ଲଢେଇ ଜାରି ରଖିଛନ୍ତି । ସେହିପରି ଆଦିବାସୀଙ୍କ ବିକାଶ ପାଇଁ ସରକାର କାମ କରୁଥିବା କହିଛନ୍ତି ବିଜେଡି ସୁପ୍ରିମୋ । ଝାରବନ୍ଧରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶନୀଙ୍କ ପାଇଁ କରିଛନ୍ତି ଅପିଲ ।
More Stories
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି