ବଦଳିବ ଶ୍ରୀଗୁଣ୍ଡିଚା ମନ୍ଦିରର ରୂପରେଖ । ଭିତର ପାଚେରୀରେ ସ୍ଥାନ ପାଇବ ଶ୍ରୀକୃଷ୍ଣଙ୍କ ୧୬ କଳା । ଆନନ୍ଦବଜାରରେ ହେବ ନୂଆ କଳେବର । ଏନେଇ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ନିର୍ମାଣ ପ୍ରକ୍ରିୟା । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଏଭିକସନ ଆରମ୍ଭ ହୋଇଛି । ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ନାକଚଣା ଦ୍ୱାର ନିକଟ ବରଗଛକୁ ହୋଇଥିବା ପିଣ୍ଡିକୁ ମଧ୍ୟ ଜେସିପି ସାହାଯ୍ୟରେ ହଟାଇ ଦିଆଯାଇଛି । ଏଥିସହିତ ମନ୍ଦିର ପରିସରକୁ ଲାଗି ରହିଥିବା ସମସ୍ତ ବେଆଇନ ଜବରଦଖଲ ଉଚ୍ଛେଦ କରାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା