ପ୍ରମିଳା ମଲ୍ଲିକଙ୍କୁ ୨ ବିଭାଗର ଦାୟିତ୍ୱ । ୨ଟି ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ ରାଜସ୍ୱ ମନ୍ତ୍ରୀ ପ୍ରମିଳା । ଗଣଶିକ୍ଷା ଓ ଶ୍ରମ ବିଭାଗ ଦାୟିତ୍ୱରେ ରହିବେ ପ୍ରମିଳା ମଲ୍ଲିକ । ଗତକାଲି ଇସ୍ତଫା ଦେଇଥିଲେ ନିମାପଡା ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ । ଏହାପରେ ଆଜି ପ୍ରମିଳାଙ୍କୁ ଏହି 2 ବିଭାଗର ଦାୟିତ୍ବ ମିଳିଛି । ମନ୍ତ୍ରୀଙ୍କ ଇସ୍ତଫା ପରେ ଖାଲିପଡିଥିଲା ବିଭାଗ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା