The Topmost

“The eyes believe themselves, the ears believe other people.”

ପୁଣି ବଢିଲା ଆକାଶ ପାଠକଙ୍କ ଅଡୁଆ

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଓ କଳାଧନର ଇଡି କରୁଛି ତଦନ୍ତ । ଆଜି ଆକାଶ ପାଠକଙ୍କ  ବିଏମଡବ୍ଲୁ ଗାଡ଼ିକୁ ଉଠାଇନେଇଛି ଇଡି । ଏହି ଗାଡ଼ିକୁ ୨୦୨୦ ଅକ୍ଟୋବର ୫ ତାରିଖରେ କିଣା ଯାଇଥିଲା । ଏହି ଗାଡ଼ିର ଗଞ୍ଜାମ ଆରଟିଓ ରେଜିଷ୍ଟ୍ରେସନ ରହିଛି । ଏ ନେଇ ପୂର୍ବରୁ ଆକାଶ ପାଠକଙ୍କୁ ଇଡି ଜେରା କରି ସାରିଛି । ଏନେଇ ଆଗରୁ ସୋରୁମ ମାଲିକ ଚର୍ଚ୍ଚିତ ମିଶ୍ରଙ୍କୁ ଇଡି ପଚରାଉଚରା କରିଥିଲା ଉକ୍ତ ଗାଡ଼ି ମୂଲ୍ୟ  ୭୦ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡିଛି ।