ଗାନ୍ଧୀ ପରିବାରଙ୍କ ପିଛା ଛାଡୁନି ବିବାଦ । ଦିନକୁ ଦିନ ବଢୁଛି ନ୍ୟାସନାଲ ହେରାଲ୍ଡ ମାମଲା । ଏହାରି ଭିତରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଇଡିର ଜେରା ଶେଷ ହୋଇଛି । ସେପଟେ ଆଜି ଦିଲ୍ଲୀସ୍ଥିତି ନ୍ୟାସନାଲ ହେରାଲ୍ଡର କିଛି କାର୍ଯ୍ୟାଳୟରେ ଚଢାଉ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ସୂଚନା ଅନୁସାରେ ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟରେ ଇଡି ଚଢାଉ କରିବାକୁ ଯିବାବେଳେ କାର୍ଯ୍ୟାଳୟ ପରିସରରେ ସିକ୍ୟୁରିଟୀ ଗାର୍ଡ ବ୍ୟତୀତ ଅନ୍ୟ କେହି ନଥିବା କଥା କୁହାଯାଉଛି । ଏହି ଚଢାଉକୁ ନେଇ କଂଗ୍ରେସ ସାଂସଦ ଉତ୍ତର ରେଡ୍ଡୀ କହିଛନ୍ତି କି ସରକାର ରାଜନୈତିକ ପ୍ରତିଶୋଧ ନେବାକୁ ଇଡିକୁ ବ୍ୟବହାର କରୁଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ