() ବନସ୍ତେ ଡାକିଲା ଗଜ…ବରଷକେ ଥରେ ଆସିଛି ରଜ…ଆଜି ହେଉଛି ଓଡିଶାର ଗଣପର୍ବ ରଜପର୍ବ । ଯାହାକି ପ୍ରତ୍ୟେକ ଓଡିଆଙ୍କର ପ୍ରଧାନ ପର୍ବ ଭାବେ ଘରେ ଘରେ ପରିଚିତ । ତେବେ ଆଜି ପହିଲି ରଜ ହୋଇଥିବାବେଳେ, ଆସନ୍ତା କାଲି ରଜ ସଂକ୍ରାନ୍ତି ଓ ତାପର ଦିନ ଅର୍ଥାତ୍ ଗୁରୁବାର ଦିନ ଭୂମି ଦହନ ବା ଶେଷ ରଜ । ଚାରିଆଡେ ବିଭିନ୍ନ ପ୍ରକାରର ପିଠା ସାଙ୍ଗକୁ ରଜଦୋଳିରେ ଜମୁଛି ଉତ୍ସବ । ଏ ପରିପ୍ରେକ୍ଷୀରେ ଝିଅମାନେ ନୂଆ ପୋଷାକ ପିନ୍ଧି ସଜବାଜ ହୋଇ ରଜଦୋଳି ଖେଳୁଛନ୍ତି । କରୋନା ପାଇଁ ଗତ ଦୁଇବର୍ଷ ହେବ ଫିକା ପଡ଼ିଥିଲା ରଜ ଉତ୍ସବ ।
https://thetopmost.in/fan-celebrate-ranvir-alia-marrige-in-different-style/
https://thetopmost.in/the-report-on-worlds-biggest-dangerous-forest-fire/
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା