ପଦ୍ମପୁର ଉପନିର୍ବାଚନରେ କିଏ ହେବ ବିଜେଡି ପ୍ରାର୍ଥୀ । ଆଜି ପ୍ରାର୍ଥୀ ନାଁ ଘୋଷଣା କରିପାରନ୍ତି ଦଳର ସୁପ୍ରିମୋ । ଦିବଙ୍ଗତ ବିଧାୟକ ବିଜୟରଞ୍ଜନ ବରିହାଙ୍କ ପରିବାରକୁ ଟିକେଟ୍ ମିଳିପାରେ । ବିଜେଡି କାହାକୁ ପ୍ରାର୍ଥୀ କରିବ ଚର୍ଚ୍ଚା ଭିତରେ ୨୦୧୯ରେ ପଦ୍ମପୁର ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିବା ରାଜୁ ଘିବେଲାଙ୍କୁ ବିଜେଡି ଗୁରୁଦାୟିତ୍ୱ ଦେଇଛି । ଦଳର ରାଜ୍ୟ ସମ୍ପାଦକ ଭାବେ ରାଜୁଙ୍କୁ ମିଳିଛି ନୂଆ ଦାୟିତ୍ୱ ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି