ପଞ୍ଚଭୂତରେ ଲୀନହେଲା ନବ ଦାସଙ୍କ ପାର୍ଥିବ ଶରୀର । ଛଳଛଳ ଆଖିରେ ମହା ଜନ ନାୟକଙ୍କୁ ବିଦାୟ ଦେଲେ ଜନତା । ଚାରିଆଡେ କେବଳ ଶୋକର ଛାୟା, ନବ ଦାସଙ୍କୁ ଝୁରୁଛି ଝାରସୁଗୁଡା ମାଟି । ନିଜ ଜନ୍ମମାଟିର ଖେରୁଆଲରେ ନବ ଦାସଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି । ନବ ଦାସଙ୍କ ଶେଷଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ଶୁଭେଚ୍ଛୁ ଓ ସମର୍ଥକ । ନବ ଦାସଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ପରେ ମୁଖାଗ୍ନି ଦେଇଥିଲେ ପୁଅ, ପାଖରେ ଝିଅ ଦିପାଳି ଉପସ୍ଥିତ ଥିଲେ ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି