ଚୀନରେ ପୁଣି ବଢିଲା କରୋନା ସଂକ୍ରମଣ । ଏକ କ୍ରେନ ଘର ଭିତରୁ ଜଣେ ପଜିଟିଭ ବ୍ୟକ୍ତିକୁ ଉଠାଉଥିବା ଦେଖିବାକୁ ମିଳିଛି । ସାରା ବିଶ୍ୱରେ ଏବେ କରୋନା କଟକଣ ହଟାଉଥିବା ବେଳେ ଚୀନ କଣ ପାଇଁ ଏଭଳି ନୀତି ଆପଣାଯାଉଛି ତାକୁ ନେଇ ପ୍ରଶ୍ନ ଉଠିଛି । ଚୀନରେ ଏବେ ବି ଜିରୋ କୋଭିଡ୍ ନୀତି ଜାରି ରହିଥିବାରୁ ଏଭଳି କରାଯାଉଥିବା କୁହାଯାଉଛି । ଚୀନର ରିପୋର୍ଟ ମୁତାବକ ତିନି ଦିନ ହେବ ଚୀନରେ ହଜାରରୁ ଅଧିକ କରୋନା ସକ୍ରମିତ ଚିହ୍ନଟ ହେଉଛନ୍ତି । କରୋନା ବଢୁଥିବାରୁ କିଛି ସହରରେ ଚୀନ ଲକଡାଉନ ଲାଗୁ କରିଛି ।
More Stories
ଶୀତରୁ ବଞ୍ଚିବାର ସହଜ ଉପାୟ
କାହିଁକି ଅଟକିଲା ସାହିତ୍ୟ ଅକାଡେମୀ ଆୱାର୍ଡ
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ