ଅଯୋଧ୍ୟା ବଜାର ଓ ଗାଁରେ ବୁଲୁଛି ଝାଡଖଣ୍ଡି ଦନ୍ତା । ଗତକାଲି ରାତିଠାରୁ ଆସିଥିବା ଦନ୍ତାଟି ଅଯୋଧ୍ୟା ଗାଁରେ ପ୍ରବେଶ କରି ଗୋଟିଏ ଘର ଭାଙ୍ଗିବା ସହ ଆତଙ୍କ ସୃଷ୍ଟି କରିଛି । ବଜାରର ମୁଖ୍ୟ ରାସ୍ତାରେ ଯିବା ଆସିବା କରିବା ସହ ଏବେ ଗାଁରେ ବୁଲୁଛି ଦନ୍ତା । ଯାହାଫଳରେ ଭୟରେ ଲୋକେ ତାଟି କବାଟ ଦେଇ ଘରେ ଥିବାବେଳେ ବନ ବିଭାଗ ପକ୍ଷରୁ କର୍ମଚାରୀ ମୁତୟନ ଅଛନ୍ତି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍