ଆଜି ଭାରତୀୟ ଅଲମ୍ପିକ ସଂଘ ବା ଆଇଓଏର ନିର୍ବାଚନ । ଅଧ୍ୟକ୍ଷ, ଜଣେ ବରିଷ୍ଠ ଉପାଧ୍ୟକ୍ଷ, ଦୁଇଜଣ ଉପାଧ୍ୟକ୍ଷ, ଜଣେ କୋଷାଧକ୍ଷ, ସଂଯୁକ୍ତ ସଚିବ, କାର୍ଯ୍ୟକାରୀ ପରିସଦ ସଦସ୍ୟ ପଦ ପାଇଁ ହେବ ମତଦାନ । ସଂଘର ପ୍ରଥମ ମହିଳା ସଭାପତି ହେବେ ପିଟି ଉଷା । ଏନେଇ ନିଶ୍ଚିତ ହୋଇସାରି ଥିବାବେଳେ ଆଜି ଔପଚାରିକ ଘୋଷଣା କରାଯିବ । ଅଧ୍ୟକ୍ଷ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ପିଟି ଉଷା ନାମାଙ୍କନ ଭରିଥିଲେ । ଏଣୁ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହେବା ନିଶ୍ଚିତ । ୫୮ ବର୍ଷୀୟ ପିଟି ଉଷା ଏସିୟ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ଛାନିଆ ହେଲେଣି ପାକିସ୍ତାନୀ ଖେଳାଳୀ, ଭାରତ ଆସିବାକୁ ମନା କଲେ ନଦୀମ