ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାରେ ଓଡ଼ିଶା ସବୁଠୁ ଆଗରେ । ମାତ୍ର ୬ମାସରେ ୩୩ଲକ୍ଷରୁ ଅଧିକ ଗାଡ଼ିରେ ଏଚଏସଆରପି ନମ୍ବର ଲଗାଇବା ପାଇଁ ଆବେଦନ କରାଯାଇଛି । ନଭେମ୍ବର ୩୦ ସୁଦ୍ଧା ୩୨ଲକ୍ଷରୁ ଅଧିକ ଗାଡ଼ି ମାଲିକ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ଆବେଦନ କରିଛନ୍ତି । ଭାରତର ଅନ୍ୟ କୌଣସି ରାଜ୍ୟରେ ଏଭଳି ତ୍ବରିତ ବେଗରେ ପ୍ରକ୍ରିୟା କରାଯାଇନାହିଁ । ରାଜ୍ୟରେ ଏବେ ଦୈନିକ ୨୨ରୁ ୨୪ହଜାର ଗାଡ଼ିରେ ନୂଆ ନମ୍ବର ପ୍ଲେଟ ଲଗାଯାଉଛି । ଜଣେ ବ୍ୟକ୍ତି ଆବେଦନ କରିବାର ହାରାହାରି ୮ଦିନ ଭିତରେ ସେବା ପାଇପାରୁଛନ୍ତି ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି