ଓଡ଼ିଶା ଇତିହାସରେ ଲେଖାହେଲା ସ୍ବର୍ଣ୍ଣିମ ଅଧ୍ୟାୟ । ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ତେବେ ଆଜି ଓଡିଶା ପାଇଁ ଗର୍ବ ଓ ଗୌରବର ଦିନ । ଓଡ଼ିଆ ଝିଅ ହେଲେ ଦେଶର ପ୍ରଥମ ନାଗରିକ । ଏହି ଅବସରରେ ସଂସଦର ସେଣ୍ଟ୍ରାଲ୍ ହଲରେ ଶପଥ ଗ୍ରହଣ ନେଲେ ଦ୍ରୌପଦୀ ମୁର୍ମୁ । SHARE BY Tags: draupadi murmu mayurbhanj odisha president of india Continue Reading Previous ଦୁଇଟି ଡବଲ ଡେକର ବସ୍ ମୁହାଁମୁହିଁ ଧକ୍କା ଫଳରେ ୬ ମୃତ..Next ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ କଡ଼ା ଚେତାବନୀ: କାଶ୍ମୀର ବା ପିଓକେ ଭାରତର ଥିଲା ଓ ରହିବ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. More Stories 1 min read NATIONAL ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ June 18, 2025 topmost 1 min read NATIONAL ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ June 18, 2025 topmost 1 min read NATIONAL ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ April 25, 2025 topmost
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ