The Topmost

“The eyes believe themselves, the ears believe other people.”

ଦିଲ୍ଲୀ AIIMSରେ ସାଇବର ଆଟାକ୍

ଦିଲ୍ଲୀ AIIMSରେ ବଡ଼ଧରଣର ସାଇବର ଆଟାକ୍ । ଚାଇନିଜ୍ ହ୍ୟାକରଙ୍କ ଦ୍ବାରା ଏମ୍ସର କମ୍ପ୍ୟୁଟର ସିଷ୍ଟମ ହ୍ୟାକ ହୋଇଥିବା ସୂଚନା । ହ୍ୟାକରଙ୍କ ଦ୍ବାରା ଏମ୍ସର ୫ଟି ଫିଜିକାଲ ସର୍ଭର ହ୍ୟାକ ହୋଇଥିବା ସୂଚନା ମିଳିଛି । ତେବେ ହ୍ୟାକ ପରେ ଡାଟା ରିକୋଭରୀ ହୋଇଥିବା ଜଣାଯାଇଛି । ଲକ୍ଷ ଲକ୍ଷ ରୋଗୀଙ୍କ ସମସ୍ତ ତଥ୍ୟ କମ୍ପ୍ୟୁଟର ସିଷ୍ଟମରେ ଥିବାବେଳେ ଏହି ହ୍ୟାକକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ଦିଲ୍ଲୀ ପୋଲିସର ଇଣ୍ଟେଲିଜେନ୍ସ ଫ୍ୟୁଜନ ଆଣ୍ଡ ଷ୍ଟ୍ରାଟେଜିକ ଅପରେସନସ ବା ଆଇଏଫଏସଓ ଦ୍ବାରା ଏନେଇ ଏକ ମାମଲା ରୁଜୁ ହୋଇଛି ।