ବଙ୍ଗୋପସାଗରରେ ଭୂମିକମ୍ପ ଝଟକା । ସକାଳ ୮ଟା ୨୧ ମିନିଟରେ ଥରି ଉଠିଲା ବଙ୍ଗୋପସାଗର ପ୍ଲେଟ୍ । ରିକ୍ଟରସ୍କେଲରେ ଭୂମିକମ୍ପର ତିବ୍ରତା ୫.୧ ରହିଛି । ପୁରୀ ଠାରୁ ସମୁଦ୍ର ମଧ୍ୟରେ ୪୩୧ କି.ମି ଦୂରରେ ଭୂକମ୍ପର ସଂଘଠିତ ହୋଇଛି । ସମୁଦ୍ର ପୃଷ୍ଠରୁ ୧୦ କି.ମି ଆଭ୍ୟନ୍ତରରେ ଏହାର ଉତ୍ପତ୍ତି ସ୍ଥଳ ରହିଛି । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ସୂଚନା ଅନୁଯାୟୀ, ସୋମବାର ସକାଳୁ ବଙ୍ଗୋପସାଗରରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତିବ୍ରତା ରିକ୍ଟରସ୍କେଲରେ ୫.୧ ରେକର୍ଡ କରାଯାଇଛି । ଏହାର ଉତ୍ପତ୍ତି ସ୍ଥଳ ପୂର୍ବ-ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ରହିଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ