ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପାଖାପାଖି ୨୮୦୦୦ ଲୋକଙ୍କ ଜୀବନ ଚାଲିଗଲାଣି । ଏହି ସଂଖ୍ୟା ଆଗକୁ ବଢିବାକ ଆଶଙ୍କା ମଧ୍ୟ ରହିଛି । ତେବେ ଏହି ଭୟଙ୍କର ଭୂମିକମ୍ପରେ ଅନେକ ଲୋକ ସର୍ବହରା ହୋଇଯାଇ ଥିବାବେଳେ ତୁର୍କୀରେ ନିଜ ଲୋକ ହିଁ ଶତ୍ରୁ ପାଲଟିଯାଉଛନ୍ତି । ତୁର୍କୀ ଓ ସିରିଆରେ ଭୟଙ୍କର ଭୂମିକମ୍ପ ପରେ ସହରମାନଙ୍କରେ ଲୁଟପାଟ୍ ବଢିଯାଇଛି । ଭୂମିକମ୍ପ ପିଡୀତ ଲୋକଙ୍କୁ ଲୁଟି ନେଉଛନ୍ତି ଦୁର୍ବୃତ୍ତ । ଠକାମୀ ଓ ଲୁଟ୍ ଅଭିଯୋଗ ଆସିବା ପରେ ତୁର୍କୀରେ ପ୍ରାୟ ୪୮ଜଣଙ୍କୁ ଗିରଫ କରାଯାଇଛି ।
More Stories
ଶୀତରୁ ବଞ୍ଚିବାର ସହଜ ଉପାୟ
କାହିଁକି ଅଟକିଲା ସାହିତ୍ୟ ଅକାଡେମୀ ଆୱାର୍ଡ
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ