ହ୍ୟାକ୍ ହୋଇଛି 200 ନିୟୁତ ଟ୍ବିଟର ଆକାଉଣ୍ଟ । ହ୍ୟାକର୍ମାନେ ବ୍ୟବହାରକାରୀଙ୍କ ଇ-ମେଲ୍ ଆଡ୍ରେସ୍ ଚୋରାଇ ନେଇ ସେ ସବୁକୁ ଗୋଟାଏ ‘ଅନ୍ଲାଇନ୍ ହ୍ୟାକିଙ୍ଗ୍ ଫୋରମ୍’ରେ ପୋଷ୍ଟ୍ କରିଥିବା କଥା ‘ରଏଟର୍ସ’ ପକ୍ଷରୁ ଏକ ରିପୋର୍ଟରେ ଦର୍ଶାଯାଇଛି । ଇଜ୍ରାଏଲୀୟ ସାଇବର୍ସିକ୍ୟୁରିଟି-ମନିଟରିଙ୍ଗ୍ ପ୍ରତିଷ୍ଠାନ ‘ହଡ୍ସନ୍ ରକ୍’ର ସହ-ସଂସ୍ଥାପକ ଏଲୋନ୍ ଗଲ୍ ‘ଲିଙ୍କ୍ଡ୍ଇନ୍’ରେ ଲେଖିଛନ୍ତି, ଦୁଃଖର ବିଷୟ, ଏହି ତ୍ରୁଟି ଅନେକ ହ୍ୟାକିଙ୍ଗ୍ ଓ ଠକାମିର କାରଣ ହେବ । ମୋ ଦେଖିବାରେ ଏହା ହେଉଛି ସାଙ୍ଘାତିକ ତଥ୍ୟ ଲିକ୍ ଘଟଣା ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ